ଜିଓର ପୁଣି ଧମାକା ଅଫର୍‌: ୧ ବର୍ଷ ପାଇଁ ଫ୍ରି କଲିଙ୍ଗ୍‌ ସହ ୭୫୦ ଜିବି ଡାଟା

ହେଲେ କ’ଣ ରହିଛି ସର୍ତ୍ତ ଜାଣନ୍ତୁ....

ରିଲାଏନ୍ସ ଜିଓ ଏକ ବର୍ଷ ପାଇଁ ଫ୍ରି କଲିଙ୍ଗ୍‌ ଓ ୭୫୦ ଜିବି ଡାଟା ଦେଉଛି। ଏହି ପ୍ଲାନ୍‌ କେବଳ ନିର୍ଦ୍ଦିଷ୍ଟ ଗ୍ରାହକଙ୍କ ପାଇଁ ଉଦ୍ଦିଷ୍ଟ। ଯେଉଁମାନେ Google Pixel 2 ସ୍ମାର୍ଟ୍‌ଫୋନ୍‌ କିଣିବେ ତାଙ୍କୁ ଏହି ଅଫର୍‌ ଦିଆଯିବ। ଏହି ଅଫର୍‌ର ସମୁଦାୟ ମୂଲ୍ୟ ୯,୯୯୯ ଟଙ୍କା।

ସମ୍ବନ୍ଧିତ ଖବର