ମୁମ୍ବାଇ: ଚଳିତ ବର୍ଷର ଏପ୍ରିଲ୍-ଜୁନ୍ ତିନି ମାସରେ ମୁକେଶ ଅମ୍ବାନିଙ୍କ ଟେଲିକମ୍ କଂପାନି ରିଲାଏନ୍ସ ଜିଓ ୨୫୨୦ କୋଟି ଟଙ୍କାର ଲାଭ କରିଛି। ଗତବର୍ଷ ତୁଳନାରେ କଂପାନି ୧୮୩% ବୃଦ୍ଧି ହାସଲ କରିଛି। ୨୦୧୯ର ଏହି ତିନି ମାସରେ ଜିଓ ୮୯୧ କୋଟି ଟଙ୍କାର ଲାଭ କରିିଥିଲା।ଏହି ସମୟରେ ମୁକେଶଙ୍କ ମୂଳ କଂପାନି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ୧୩,୨୪୮ କୋଟି ଟଙ୍କାର ନିଟ୍ ଲାଭ କରିଛି ଯାହା ଗତବର୍ଷର ଏହି ସମୟ ତୁଳନାରେ ୩୦.୬% ଅଧିକ।
ଜିଓର ୨୫୨୦ କୋଟି ଲାଭ
/sambad/media/post_attachments/wp-content/uploads/2020/06/jio-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)