ଜିଓଫୋନ୍‌ ଗ୍ରାହକଙ୍କ ପାଇଁ ଜିଓରେଲ୍ ଆପ୍

ଭୁବନେଶ୍ବର : ଜିଓଫୋନ୍ ଓ ଜିଓଫୋନ୍ ୨ ଗ୍ରାହକଙ୍କ ପାଇଁ ରିଲାଏନ୍ସ ଜିଓ ପକ୍ଷରୁ ଜିଓରେଲ୍ ଆପ୍‌ ଉନ୍ମୋଚନ କରାଯାଇଛି। ଏହି ଆପ୍ ଜରିଆରେ ଜିଓଫୋନ୍ ଗ୍ରାହକମାନେ ରେଳ ଟିକଟ ବୁକିଙ୍ଗ୍‌ କରିପାରିବେ। ତତ୍କାଳ ଟିକଟ ମଧ୍ୟ ବୁକିଙ୍ଗ ହୋଇପାରିବ। ଗ୍ରାହକମାନେ ଜିଓ ଆପ୍‌ ଷ୍ଟୋର୍‌ରୁ ଏହି ଆପ୍ ଡାଉନ୍‌ଲୋଡ୍ କରିପାରିବେ।

ସମ୍ବନ୍ଧିତ ଖବର