ଜିଓର ୱାଇ-ଫାଇ କଲିଂ ସେବା ଆରମ୍ଭ

ମୁମ୍ବାଇ : ରିଲାଏନ୍ସ ଜିଓ ପକ୍ଷରୁ ୱାଇ-ଫାଇ କଲିଂ ସେବା ଆରମ୍ଭ କରାଯାଇଛି। ଗ୍ରାହକମାନେ ଯେକୌଣସି ୱାଇ-ଫାଇ ନେଟ୍‌ୱର୍କରେ ଏହି ସେବାକୁ ବିନା କୌଣସି ଅତିରିକ୍ତ ଖର୍ଚରେ ବ୍ୟବହାର କରିପାରିବେ। ଏହି ସେବା ୧୫୦ରୁ ଅଧିକ ପ୍ରକାର ହ୍ୟାଣ୍ଡସେଟ୍‌ରେ କାର୍ଯ୍ୟ କରୁଛି।

ସମ୍ବନ୍ଧିତ ଖବର