ବାଣିଜ୍ୟଜିଓର ନୂଆ ଅଫର୍: ପ୍ରତି ସେକେଣ୍ଡ୍ରେ ୧ ଜିବି ହେବ ଡାଉନ୍ଲୋଡ୍HD ଫିଲ୍ମ୍ କେବଳ ୨ ସେକେଣ୍ଡ୍ରେ ହେବ ଡାଉନ୍ଲୋଡ୍bySambad DigitalbySambad Digital 31 Oct 2017 19:42 IST Link copied!Copy failed!ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ୍ ଜିଓ ପୂରା ଟେଲିକମ୍ ବଜାରକୁ କବଜା କରିଛି। ଜିଓ ଆସିବା ପରେ ଇଣ୍ଟର୍ନେଟ୍ ଡାଟା ଶସ୍ତା ହେବା ସହ ଭଏସ୍ କଲିଙ୍ଗ୍ ଅଧିକାଂଶ ନେଟ୍ଓ୍ଵର୍କ୍ରେ ଫ୍ରି ମିଳୁଛି। ଏବେ ରିଲାଏନ୍ସ୍ ଜିଓ ଅତି ଶୀଘ୍ର ଆଉ ଏକ ବଡ଼ ଧମାକା କରିବାକୁ ଯାଉଛି।AdvertismentbySambad DigitalbySambad Digital 31 Oct 2017 19:42 IST Link copied!Copy failed!