ନୂଆଦିଲ୍ଲୀ: ଜିଓ ଏଥର ଦଶହରା ପୂର୍ବରୁ ଗ୍ରାହକମାନଙ୍କ ପାଇଁ ଆଣିଛି ଦମଦାର୍ ପ୍ଲାନ୍ । ଜିଓର ଏହି ଅଫର୍ ମୋବାଇଲ୍ ବ୍ୟବହାରକାରୀଙ୍କ ପାଇଁ ନୁହେଁ । ଏହି ଅଫର୍ ଜିଓଫାଇ ଡଙ୍ଗଲ ଉପରେ ରହିଛି। ୧୯୯୯ଟଙ୍କାର ଜିଓଫାଇର ମୂଲ୍ୟ ଏବେ କମି ୯୯୯ ଟଙ୍କା ହୋଇଯାଇଛି । ତେବେ ଏହି ଅଫର୍ ପାଇବା ପାଇଁ ହେଲେ ୨୦ ସେପ୍ଟେଟରରୁ ୩୦ ସେପ୍ଟେଟର ମଧ୍ୟରେ ଡଙ୍ଗଲ୍ କିଣିବାକୁ ପଡିବ ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp