ନୂଆଦିଲ୍ଲୀ: ରିଲାଏନ୍ସ ଜିଓ ଫିଚର ଫୋନ୍ ଜିଓଫୋନ୍ ଖୁବ୍ ଶୀଘ୍ର ଗ୍ରାହକଙ୍କ ପାଖରେ ପହଞ୍ଚି ଯିବ। କମ୍ପାନି ସେପ୍ଟେମ୍ବର ୨୪ରୁ ଫୋନ୍ର ଡେଲିଭରି ଆରମ୍ଭ କରି ଦେଇଛି, ଏହି ଡେଲିଭରି ୧୫ଦିନ ପର୍ଯ୍ୟନ୍ତ ଚାଲୁ ରହିବ। ୧୫ଦିନ ମଧ୍ୟରେ କମ୍ପାନି ପାଖାପାଖି ୬ମିଲିୟନ ଫିଚର ଫୋନ୍ ଡେଲିଭରି କରିବ। କମ୍ପାନି ଏହି ହେଣ୍ଡସେଟ ଡେଲିଭରି ଗ୍ରାମାଞ୍ଚଳ ଓ ଛୋଟ ସହରରୁ ଆରମ୍ଭ କରିବ। ଏହି ଜିଓ ଫୋନ୍ର ବୁକିଂ କରିବା ପରେ ଷ୍ଟାଟସ ଜାଣିବା ପାଇଁ ୧୮୦୦୮୯୦୮୯୦୦ ଡାଏଲ କରିବେ। ଏହାପରେ ଆପଣ ନିଜର ରେଜିଷ୍ଟର କରିଥିବା ମୋବାଇଲ ନମ୍ବର ଓ ଅନ୍ୟ ସୂଚନା ଦେଇ ଟ୍ରାକ୍ କରି ପାରିବେ। ଏହା ଦୁଇଟି ଭାଷାରେ ଉପଲପବ୍ଧ ହେବ ଇଂରାଜୀ ଓ ହିନ୍ଦୀ।
ରିଲାଏନ୍ସ ଜିଓ ଫୋନ୍ର ଡେଲିଭରି ଅର୍ଡରକୁ ଟ୍ରାକ୍ କରିବେ କିପରି !
/sambad/media/post_attachments/wp-content/uploads/2017/09/444-25-1500985218.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)