ଜେଏସ୍‌ଡବ୍ଲୁ ସିମେଣ୍ଟ୍‌ର ମାର୍କେଟ୍‌ ଷ୍ଟର୍ମିଂ କାର୍ଯ୍ୟକ୍ରମ

ଭୁବନେଶ୍ବର : ଜେଏସ୍‌ଡବ୍ଲୁ ସିମେଣ୍ଟ୍‌ ପକ୍ଷରୁ ଯାଜପୁରରେ ଏକ ମାର୍କେଟ୍‌ ଷ୍ଟର୍ମିଂ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ କଂପାନିର ବିକ୍ରି ଓ ମାର୍କେଟିଂ ମୁଖ୍ୟ ସୁସିିମ୍‌ ଚନ୍ଦ୍ର ପାତ୍ର, ବୈଷୟିକ ମୁଖ୍ୟ ସିଦ୍ଧାର୍ଥ ଚୌଧୁରୀ, ବ୍ରାଣ୍ଡିଙ୍ଗ୍‌ ମୁଖ୍ୟ ଚିନ୍ମୟ ସତ୍ୟବ୍ରତ ନାୟକ, ଲଜିଷ୍ଟିକ୍ସ ମୁଖ୍ୟ ଶତ୍ରୁଜିତ ସିଂହ, ଆକାଉଣ୍ଟ୍‌ ମୁଖ୍ୟ ପ୍ରମୋଦ କୁମାର ଜେନା, ମାନବ ସମ୍ବଳ ଅଧିକାରୀ ଅଭିରୂପ ଚାଟାର୍ଜୀ, ଏରିଆ ସେଲସ୍‌ ମ୍ୟାନେଜର ପ୍ରଦ୍ୟୁତ ଚକ୍ରବର୍ତୀ, ସିଆଣ୍ଡ୍‌ଏଫ୍ ଦେବଦତ୍ତ ପଣ୍ଡା ଯାଜପୁର ଜିଲ୍ଲାର ଅଗ୍ରଣୀ ସିମେଣ୍ଟ୍‌ ଓ ଷ୍ଟିଲ୍‌ ବିକ୍ରେତାଙ୍କୁ ଭେଟି ସେମାନଙ୍କୁ ଜେଏସ୍‌ଡବ୍ଲୁ ସିମେଣ୍ଟ୍‌ର ଉତ୍ପାଦ ବିଷୟରେ ଅବଗତ କରିଛନ୍ତି।

ସମ୍ବନ୍ଧିତ ଖବର