ମୁମ୍ବାଇ : ରିଜର୍ଭ ବ୍ୟାଙ୍କର ପୂର୍ବତନ ଡେପୁଟି ଗଭର୍ଣ୍ଣର କମଲେଶ ଚନ୍ଦ୍ର ଚକ୍ରବର୍ତ୍ତୀଙ୍କର ଆଜି ସକାଳେ ମୁମ୍ବାଇଠାରେ ହୃଦ୍ଘାତରେ ପରଲୋକ ହୋଇଯାଇଛି। ୧୯୫୨ ମସିହା ଜୁନ୍ ୨୨ ତାରିଖରେ ଓଡ଼ିଶାର କନ୍ଧମାଳ ଜିଲ୍ଲାରେ ଜନ୍ମ ହୋଇଥିବା କମଲେଶ ବ୍ୟାଙ୍କ ଅଫ ବରୋଦା, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଓ ଇଣ୍ଡିଆନ ବ୍ୟାଙ୍କରେ ମଧ୍ୟ କାର୍ଯ୍ୟ କରିଥିଲେ।
କେ ସି ଚକ୍ରବର୍ତ୍ତୀଙ୍କ ପରଲୋକ
/sambad/media/post_attachments/wp-content/uploads/2021/03/KC-Chakrabarty.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)