ଖଣିକୁ କଳିଙ୍ଗ ସୁରକ୍ଷା ପୁରସ୍କାର

ଜେଏସ୍‌ପିଏଲ୍‌ର ଟିଆର୍‌ବି

ଭୁବନେଶ୍ୱର: ସୁରକ୍ଷା, ସ୍ୱାସ୍ଥ୍ୟ ଓ ପରିବେଶ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ନିମନ୍ତେ ଜେଏସ୍‌ପିଏଲ୍‌ର ଟି. ଆର୍‌. ବି. ମାଇନ୍ସ ପୁରସ୍କୃତ ହୋଇଛି। ଭୁବନେଶ୍ୱରଠାରେ ଆୟୋଜିତ ଓଡ଼ିଶା ରାଜ୍ୟ ସୁରକ୍ଷା କନ୍‌କ୍ଲେଭ୍‌ ୨୦୧୭ କାର୍ଯ୍ୟକ୍ରମରେ ରାଜ୍ୟପାଳ ଏସ୍‌. ସି. ଜମିର୍‌ ଜେଏସ୍‌ପିଏଲ୍‌ର ଟିଆର୍‌ବି ମାଇନ୍ସକୁ ସ୍ୱର୍ଣ୍ଣ ବିଭାଗରେ କଳିଙ୍ଗ ସୁରକ୍ଷା ପୁରସ୍କାର ପ୍ରଦାନ କରିଛନ୍ତି। ଜେଏସ୍‌ପିଏଲ୍‌ ପକ୍ଷରୁ ଏହାର ସହକାରୀ ଉପ ସଭାପତି ତଥା ୟୁନିଟ୍‌ ହେଡ୍‌ ପ୍ରମୋଦ କୁମାର ପାତ୍ର ଏହି ପୁରସ୍କାର ଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର