କେଣ୍ଟ ଆର୍‌ଓର ମାଗଣା ସର୍ଭିସ ସୁବିଧା

ଭୁବନେଶ୍ୱର: କେଣ୍ଟ୍‌ ଆର୍‌ଓ ଓ୍ଵାଟର ପ୍ୟୁରିଫାୟର୍‌ ପକ୍ଷରୁ ଏହାର ଉତ୍ପାଦଗୁଡ଼ିକ ଉପରେ ୪ ବର୍ଷର ମାଗଣା ସର୍ଭିସ୍‌ ସୁବିଧା ପ୍ରଦାନ କରାଯାଉଛି। ଏହା ଏକ ବର୍ଷର ଓ୍ଵାରେଣ୍ଟି ପ୍ରଦାନ କରୁଥିବା ବେଳେ ତିନି ବର୍ଷ ପାଇଁ ମାଗଣା ସର୍ଭିସ୍‌ ସୁବିଧା ଯୋଗାଇ ଦେଉଛି। ଏ ସମ୍ପର୍କରେ କଂପାନିର ଅଧ୍ୟକ୍ଷ ମନୀଷ ଗୁପ୍ତା କହିଛନ୍ତି ଯେ ଆମେ ମାଗଣା ସର୍ଭିସ୍‌ ଜରିଆରେ ଗ୍ରାହକଙ୍କୁ ବିଶୁଦ୍ଧ ପାନୀୟ ପ୍ରଦାନ କରିବ।

ସମ୍ବନ୍ଧିତ ଖବର