ଭୁବନେଶ୍ବର : ମକର ସଂକ୍ରାନ୍ତି ଅବସରରେ ଛତିଶଗଡ଼ର ନୟା ରାୟପୁର ସ୍ଥିତ ବାଲ୍କୋ ମେଡିକାଲ୍ ସେଣ୍ଟର ପକ୍ଷରୁ ରୋଗୀ ଓ ସେମାନଙ୍କ ପ୍ରିୟଜନମାନଙ୍କ ଲାଗି ଗୁଡ଼ି ଉତ୍ସବ ଆୟୋଜନ କରାଯାଇଥିଲା। ସେଥିରେ ଡାକ୍ତରମାନେ ମଧ୍ୟ ସାମିଲ ହୋଇଥିଲେ। ମେଡିକାଲ୍ ସେଣ୍ଟରର ପ୍ରବନ୍ଧକ ସମସ୍ତ ରୋଗୀଙ୍କ ସୁସ୍ଥକର ଓ ନିରାମୟ ଜୀବନ କାମନା କରିଛନ୍ତି। କ୍ୟାନସର ରୋଗ ସହ ଲଢ଼ିବା ଏବଂ ନୂଆ ଆଶା ରଖି ଜୀବନ ବଞ୍ଚିବାକୁ ସେ ରୋଗୀମାନଙ୍କୁ ଆହ୍ବାନ ଦେଇଛନ୍ତି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp