କ୍ରେଡାଇ ଓଡ଼ିଶାର ନୂଆ କର୍ମକର୍ତ୍ତା ନିର୍ବାଚିତ

ଭୁବନେଶ୍ୱର: କ୍ରେଡାଇ ଓଡ଼ିଶାର ନୂଆ ସଭାପତି ଭାବେ ସ୍ୱଦେଶ କୁମାର ରାଉତରାୟ ନିର୍ବାଚିତ ହୋଇଛନ୍ତି। ଅନୀଲ କୁମାର ଅଗ୍ରଓ୍ଵାଲ୍‌ ସମ୍ପାଦକ, ସୁଶାନ୍ତ କୁମାର ରାଉତ, ଉମେଶ ଖଣ୍ଡେଲଓ୍ଵାଲ, ଯଶବୀର ସିଂହ ହୁରା ଓ ଉମାଶଙ୍କର ପାଣିଗ୍ରାହୀ ଉପସଭାପତି ହୋଇଥିବା ବେଳେ ଅଶୋକ କୁମାର ପାତ୍ର ଓ ସନ୍ତୋଷ କୁମାର ସାହୁ ଯୁଗ୍ମ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି। ଅନୀଲ ମହାନ୍ତି କୋଷାଧ୍ୟକ୍ଷ ହୋଇଛନ୍ତି। ୨୦୧୮-୧୯ ଓ ୨୦୧୯-୨୦ ପାଇଁ ସେମାନେ କାମ କରିବେ।

ସମ୍ବନ୍ଧିତ ଖବର