ଭୁବନେଶ୍ବର: ରେସିଂ ବାଇକ୍ ବ୍ରାଣ୍ଡ୍ କେଟିଏମ୍ ପକ୍ଷରୁ ବାଲେଶ୍ବରର ନୂଆ ବସ୍ଷ୍ଟାଣ୍ଡ୍ ଠାରେ ଏକ ଷ୍ଟଣ୍ଟ୍ ସୋ’ ଆୟୋଜନ କରାଯାଇଥିଲା। ପ୍ରଫେସନାଲ୍ ଷ୍ଟଂଟ୍ ପ୍ରଦର୍ଶନକାରୀମାନେ କେଟିଏମ୍ ଡ୍ୟୁକ୍ ୧୨୫ ଏବିଏସ୍ରେ ବିଭିନ୍ନ ପ୍ରକାର ଷ୍ଟଣ୍ଟ୍ ପ୍ରଦର୍ଶନ କରିଥିଲେ। ସହରବାସୀ ଏହି ଆକର୍ଷଣୀୟ ଷ୍ଟଣ୍ଟ୍ ସୋ’କୁ ଉପଭୋଗ କରିଥିଲେ।
କେଟିଏମ୍ର ଷ୍ଟଣ୍ଟ୍ ସୋ’
/sambad/media/post_attachments/wp-content/uploads/2018/12/ktm-bike.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)