ଭାରତୀୟ ବଜାରରେ ଲେନୋଭୋର ୩ଟି ନୂଆ ଫୋନ୍

ଭୁବନେଶ୍ବର: ଲେନୋଭୋ ପକ୍ଷରୁ ଭାରତୀୟ ବଜାରରେ ଲେନୋଭୋ ଏ୬ ନୋଟ୍, କେ୧୦ ନୋଟ୍ ଓ ଜେଡ୍‌୬ ପ୍ରୋ ଫୋନ୍‌କୁ ଉନ୍ମୋଚନ କରାଯାଇଛି। ଏ୬ ନୋଟ୍‌ର ଦାମ୍ ୭୯୯୯ ଟଙ୍କା ହୋଇଥିବା ବେଳେ କେ୧୦ ନୋଟ୍‌ର ଦାମ୍‌ ୧୩,୯୯୯ ଟଙ୍କା ଓ ଜେଡ୍ ୬ ପ୍ରୋର ଦାମ୍ ହେଉଛି ୩୩,୯୯୯ ଟଙ୍କା। ଚଳିତ ମାସ ୧୧ ତାରିଖରୁ ଏହି ଫୋନ୍‌ଗୁଡ଼ିକ ବଜାରରେ ଉପଲବ୍ଧ ହେବ।

ସମ୍ବନ୍ଧିତ ଖବର