ଲେକ୍ସସ୍‌ର ୨ କୋଟି ଟଙ୍କିଆ କାର୍‌

ଲେକ୍ସସ୍‌ ପକ୍ଷରୁ ଭାରତରେ ଦାମୀ ହାଇବ୍ରିଡ୍‌ ସେଦାନ୍‌ କାର୍‌ ଏଲ୍‌ଏସ୍‌୫୦୦ଏଚ୍‌ ର ଉନ୍ମୋଚନ କରାଯାଇଛି। ଆସନ୍ତା ଏପ୍ରିଲରୁ ଏହା ଉପଲବ୍ଧ ହେବ। କାରର୍‌ ମୂଲ୍ୟ ପାଖାପାଖି ୨ କୋଟି ଟଙ୍କା ରହିଛି। ବେସ୍‌ ମଡେଲ୍‌ କାରର୍‌ ମୂଲ୍ୟ ୧ କୋଟି ୭୭ ଲକ୍ଷ ଟଙ୍କା ରହିଥିବାବେଳେ ମିଡ୍‌ ରେଞ୍ଜ୍‌ କାର୍‌ର ମୂଲ୍ୟ ୧ କୋଟି ୮୨ ଲକ୍ଷ ଏବଂ ଟପ୍‌ ଏଣ୍ଡ୍‌ କାର୍‌ର ମୂଲ୍ୟ ୧ କୋଟି ୯୪ ଲକ୍ଷ ଟଙ୍କା ରହିଛି।

ସମ୍ବନ୍ଧିତ ଖବର