ଭୁବନେଶ୍ବର,: ଏଲ୍ଜିର ବିଶ୍ବକପ୍ ଅଫର ଅଧୀନରେ ଏଲ୍ଜି ପ୍ଲାଜା ରାଉରକେଲାରୁ ଏକ ୩୨ ଇଞ୍ଚର ଏଲ୍ଇଡି ଟିଭି କିଣିଥିବା ସୁଦାମ ଚନ୍ଦ୍ର ଦାଶ ଲକି ଡ୍ର’ରେ ଅଂଶଗ୍ରହଣ କରି ବିଜେତା ହୋଇଛନ୍ତି। ତାଙ୍କୁ ପୁରସ୍କାର ବାବଦରେ ଏକ ଏଲ୍ଜି ସାଉଣ୍ଡ୍ ସିଷ୍ଟମ୍ ପ୍ରଦାନ କରାଯାଇଛି। ସେହିପରି କଟକର ରାଜ ଇଲେକ୍ଟ୍ରୋନିକ୍ସରୁ ଏକ ୨୪ ଇଞ୍ଚ୍ର ଏଲ୍ଇଡି ଟିଭି କିଣିଥିବା ସନ୍ଦୀପ କୁମାର ବେଉରା ମଧ୍ୟ ପୁରସ୍କାର ବାବଦରେ ଏକ ଏଲ୍ଜି ସାଉଣ୍ଡ୍ ସିଷ୍ଟମ୍ ପାଇଛନ୍ତି। ଏଲ୍ଜି ପକ୍ଷରୁ ଏହି ଅଫର ଘଣ୍ଟିକିଆ ଏବଂ ସାପ୍ତାହିକ ଲକି ଡ୍ର’ ଆୟୋଜନ କରାଯାଉଛି।
ଏଲ୍ଜି ଗ୍ରାହକ ଜିତିଲେ ପୁରସ୍କାର
/sambad/media/post_attachments/wp-content/uploads/2019/06/LG-cuttack.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)