ଭୁବନେଶ୍ବର: ଏଲ୍ଜି ପକ୍ଷରୁ ‘ବିଶ୍ବ କପ୍ ଅଫର୍’ ପରିପ୍ରେକ୍ଷୀରେ ପ୍ରତ୍ୟେକ ଘଣ୍ଟାରେ ଗ୍ରାହକଙ୍କ ପାଇଁ ପୁରସ୍କାର ବିଜୟର ସୁଯୋଗ ପ୍ରଦାନ କରାଯାଉଛି। ଏଲ୍ଜିର ଏଲ୍ଇଡି କିଣି ଗ୍ରାହକମାନେ ପ୍ରତି ଘଣ୍ଟାରେ ହେଉଥିବା ଲକି ଡ୍ରରେ ଅଂଶଗ୍ରହଣ କରିପାରୁଛନ୍ତି। ବିଜେତାମାନଙ୍କୁ କମ୍ପାନି ପକ୍ଷରୁ ବିଭିନ୍ନ ପୁରସ୍କାର ପ୍ରଦାନ କରାଯାଉଛି। ଏଥିସହିତ ଗ୍ରାହକମାନେ ସାପ୍ତାହିକ ଲକି ଡ୍ରରେ ଭାଗ ନେଇ ଆକର୍ଷଣୀୟ ପୁରସ୍କାର ଜିତି ପାରୁଛନ୍ତି। ଭୁବନେଶ୍ବରର ପ୍ରିଲିନ୍ ଏଣ୍ଟରପ୍ରାଇଜେସ୍ରୁ ପ୍ରଭଞ୍ଜନ ଅଧିକାରୀ ନାମକ ଜଣେ ଗ୍ରାହକ ୪୩ ଇଞ୍ଚ ଅଲ୍ଟ୍ରା ଏଚ୍ଡି ଟିଭି କିଣି ଏକ୍ସ ବୁକ୍ ଏଲ୍କେ ୭୨ ସାଉଣ୍ଡ ସିଷ୍ଟମ୍ ଜିତିଛନ୍ତି।
ଏଲ୍ଜି ଗ୍ରାହକ ଜିତିଲେ ପୁରସ୍କାର
/sambad/media/post_attachments/wp-content/uploads/2019/05/lg.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)