ଏସ୍‌ଆଇପି ସହିତ ବୀମା ସୁରକ୍ଷା

ମୁମ୍ବାଇ: ଆଦିତ୍ୟ ବିର୍ଲା ସନ୍‌ଲାଇଫ୍ ମ୍ୟୁଚୁଆଲ୍ ଫଣ୍ଡ୍‌ ତରଫରୁ ଏହାର ସେଞ୍ଚୁରି ଏସ୍‌ଆଇପିରେ ବୀମା ସୁରକ୍ଷା ମଧ୍ୟ ପ୍ରଦାନ କରାଯାଉଛି। ଗ୍ରାହକମାନେ ଏହି ଏସ୍‌ଆଇପିରେ ନିବେଶ କରି ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତର ଜୀବନ ବୀମା ସୁରକ୍ଷା ହାସଲ କରିପାରିବେ ବୋଲି କଂପାନିର ସିଇଓ ଏ ବାଲ୍‌ସୁବ୍ରମଣିଅନ୍ କହିଛନ୍ତି। ଏହି ସ୍କିମ୍‌ରେ ୧୮-୫୧ ବର୍ଷ ବୟସର ନିବେଶକମାନେ ବୀମା ସୁରକ୍ଷା ବିକଳ୍ପ ଚୟନ କରିପାରିବେ।

ସମ୍ବନ୍ଧିତ ଖବର