ନୂଆଦିଲ୍ଲୀ: ଓରିଏଣ୍ଟାଲ ବ୍ୟାଙ୍କ ଅଫ୍ କମର୍ସ(ଓବିସି)ରୁ ଋଣ ନେଇ ପରିଶୋଧ କରି ନଥିବା ଚିନି କଳ ସିମ୍ଭାଓଲି ସୁଗାର୍ସ କର୍ତୃପକ୍ଷ ଋଣ ପରିଶୋଧ କରିଦେବାର ପ୍ରତିଶ୍ରୁତି ଦେଇଛନ୍ତି। ଏହି ମାମଲା ଏବେ ସିବିଆଇକୁ ଦିଆଯାଇଛି। ସିବିଆଇ ଏକ ମାମଲା ରୁଜୁ କରି କଂପାନିର ଅଧ୍ୟକ୍ଷ ଗୁରମିତ ସିଂହ ମାନ୍ ଏବଂ ଡେପୁଟି ଏମ୍ଡି ଗୁରପାଲ ସିଂ ଏବଂ ଅନ୍ୟମାନଙ୍କ ନାମରେ ମାମଲା ରୁଜୁ କରିଛି। ୧୦୯ କୋଟି ଟଙ୍କାର ଋଣ ପରିଶୋଧ କରି ନଥିବା ନେଇ ଅଭିଯୋଗକୁ ଭିତ୍ତିକରି ଏହି ମାମଲା ରୁଜୁ ହୋଇଛି।
ଦେବାଳିଆ ଘୋଷଣା ପାଇଁ ନିରବଙ୍କ ଆବେଦନ
ନୂଆଦିଲ୍ଲୀ, ୨୭/୨: ନିରବ ମୋଦିଙ୍କ ଫ୍ଲାଗସିପ୍ କଂପାନି ଫାୟାରଷ୍ଟାର୍ ଡାଇମଣ୍ଡ ଆମେରିକାରେ ଦେବାଳିଆ ଘୋଷଣା ପାଇଁ ଆବେଦନ କରିଛି। କଂପାନିର ସମ୍ପତ୍ତି ଓ ଋଣ ବୋଝ ୫୦ ନିୟୁତରୁ ୧୦୦ ନିୟୁତ ଡଲାର ମଧ୍ୟରେ ରହିଛି ବୋଲି ନ୍ୟୁୟର୍କସ୍ଥିତ ଏକ ଅଦାଲତରେ ଦର୍ଶାଯାଇଥିବା ଜଣାପଡ଼ିଛି।
ଋଣ ପରିଶୋଧ ପ୍ରତିଶ୍ରୁତି ଦେଲା ସିମ୍ଭାଓଲି ସୁଗାର୍ସ
/sambad/media/post_attachments/wp-content/uploads/2018/02/oriental-bank.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)