ଡିଜିଟାଲ୍‌ ଦୋକାନରେ ପରିଣତ ହେବ ସ୍ଥାନୀୟ ଷ୍ଟୋର୍‌

ବେଙ୍ଗାଲୁରୁ : ସ୍ଥାନୀୟ ଷ୍ଟୋର୍‌ଗୁଡ଼ିକୁ ଡିଜିଟାଲ୍‌ ଦୋକାନରେ ପରିଣତ କରିବା ଲାଗି ଆମାଜନ୍ ଇଣ୍ଡିଆ ପକ୍ଷରୁ ସ୍ମାର୍ଟ କମର୍ସ ଅଭିଯାନ ଆରମ୍ଭ କରାଯାଇଛି। ଏଥି ସହିତ କଂପାନି ୨୦୨୫ ସୁଦ୍ଧା ୧ କୋଟି କ୍ଷୁଦ୍ର ବ୍ୟବସାୟୀଙ୍କୁ ଡିଜିଟାଲ୍‌ ଭାବେ ସଶକ୍ତ କରିବ ବୋଲି ସଂକଳ୍ପ ନେଇଛି। ଆମାଜନର ୱେବସାଇଟ୍‌ରେ ଦେଢ଼ ଲକ୍ଷରୁ ଅଧିକ ଦୋକାନ ସେମାନଙ୍କ ସାମଗ୍ରୀ ବିକ୍ରି କରିପାରୁଛନ୍ତି।

ସମ୍ବନ୍ଧିତ ଖବର