ଲୋଧା ଦେଶର ସବୁଠୁ ଧନୀ ବିଲ୍‌ଡର୍‌

ନୂଆଦିଲ୍ଲୀ: ଲୋଧା ଗ୍ରୁପ୍‌ର ମୁଖ୍ୟ ମଙ୍ଗଳ ପ୍ରଭାତ ଲୋଧା ହେଉଛନ୍ତି ଦେଶର ସବୁଠୁ ଧନୀ ରିଅଲ ଇଷ୍ଟେଟ୍‌ ବ୍ୟବସାୟୀ। ତାଙ୍କ ପରିବାର ପାଖରେ ୩୧,୯୬୦ କୋଟି ଟଙ୍କାର ସମ୍ପତ୍ତି ରହିଛି। ଗ୍ରୋହେ ହୁରୁନ୍ ଇଣ୍ଡିଆ ରିଅଲ ଇଷ୍ଟେଟ୍‌ ଧନୀ ତାଲିକା ୨୦୧୯ରେ ସେ ଶୀର୍ଷ ସ୍ଥାନରେ ଅଛନ୍ତି। ମୁକେଶ ଅମ୍ବାନିଙ୍କ ସମ୍ପର୍କୀୟ ଅଜୟ ପିରାମଲଙ୍କ ପରିବାର ୬୫୬୦ କୋଟି ଟଙ୍କାର ସମ୍ପତ୍ତି ସହିତ ଏହି ତାଲିକାର ଦଶମ ସ୍ଥାନରେ ଅଛନ୍ତି।

ସମ୍ବନ୍ଧିତ ଖବର