ନୂଆଦିଲ୍ଲୀ : ପେଟିଏମ୍ ଜରିଆରେ ଗ୍ରାହକମାନେ ଏଲ୍ପିଜି ସିଲିଣ୍ଡର ବୁକିଂ କରିପାରିବେ। ଏଥିପାଇଁ କଂପାନି ପକ୍ଷରୁ ଗ୍ରାହକଙ୍କୁ ବିଭିନ୍ନ ପ୍ରକାର ଅଫର ଓ କ୍ୟାସ୍ବ୍ୟାକ୍ ପ୍ରଦାନ କରାଯାଉଛି। ପେଟିଏମ୍ ଜରିଆରେ ପ୍ରଥମ ଥର ଲାଗି ଏଲ୍ପିଜି ବୁକିଂ କରୁଥିବା ଗ୍ରାହକମାନେ ତିନିଟି ସିଲିଣ୍ଡର ବୁକିଂରେ ନିଶ୍ଚିତ ୯୦୦ ଟଙ୍କାର କ୍ୟାସ୍ବ୍ୟାକ୍ ପାଇବେ। ଗ୍ରାହକମାନେ ଯେକୌଣସି ସଂସ୍ଥାର ସିଲିଣ୍ଡର ବୁକିଂ କରିପାରିବେ।
ପେଟିଏମ୍ରେ ଏଲ୍ପିଜି ବୁକିଂ ସୁବିଧା
/sambad/media/post_attachments/wp-content/uploads/2021/02/lpg-gas-.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)