ନୂଆଦିଲ୍ଲୀ: ବିଶ୍ବର ଦ୍ବିତୀୟ ସର୍ବାଧିକ ଏଲ୍ପିଜି ଭାରତ ଆମଦାନି କରୁଛି। ୨୦୧୮-୧୯ରେ ୧୩ ନିୟୁତ ଟନ୍ ଏଲ୍ପିଜି ଆମଦାନି କରି ଭାରତ ଦ୍ବିତୀୟ ସ୍ଥାନକୁ ଉନ୍ନୀତ ହୋଇଛି। ଜାପାନକୁ ଏହା ପଛକୁ ଠେଲି ଦେଇଛି। ଏହି ତାଲିକାରେ କିନ୍ତୁ ଚୀନ୍ ଶୀର୍ଷ ସ୍ଥାନରେ ରହିଛି। ଭାରତ ସରକାର ସାଉଦି ଆରବ, କତାର, ୟୁଏଇ, କୁଏତ ଓ ଇରାନରୁ ଏଲ୍ପିଜି ଆମଦାନି କରୁଛନ୍ତି।
ଏଲ୍ପିଜି ଆମଦାନିରେ ଭାରତ ଦ୍ବିତୀୟ
/sambad/media/post_attachments/wp-content/uploads/2018/10/LPG_Subsidy_Car-1.jpg)