ମୁମ୍ବାଇ: ଲକ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ ପକ୍ଷରୁ ବାର୍ଷିକ ବିତରକ ସମ୍ମିଳନୀ ମୁମ୍ବାଇଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସାରା ଦେଶର ହଜାରେରୁ ଅଧିକ ଚ୍ୟାନେଲ୍ ପାର୍ଟନର୍ ଏବଂ କଂପାନିର ବ୍ରାଣ୍ଡ୍ ଆମ୍ବାସାଡର ଅମିତାଭ ବଚ୍ଚନ, ବରୁଣ ଧାଓ୍ଵନ୍ ଏବଂ ପରିଣୀତି ଚୋପ୍ରା ସାମିଲ ହୋଇଥିଲେ। ଏହି ଅବସରରେ ଲକ୍ସର ଏବଂ କଂପାନିର ମହିଳା ଇନର୍ଓୟାର ବ୍ରାଣ୍ଡ୍ ‘ଲିରା’ର ଟିଭି ବିଜ୍ଞାପନ ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅଭିନେତ୍ରୀ ସନି ଲିଓନ୍ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଲକ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ଅଧ୍ୟକ୍ଷ ଅଶୋକ ତୋଡି ଏବଂ ଏମ୍ଡି ପ୍ରଦୀପ ତୋଡ଼ି ପ୍ରମୁଖ ଯୋଗଦେଇଥିଲେ।
ଲକ୍ସ ଇଣ୍ଡଷ୍ଟ୍ରିଜ୍ ବିତରକଙ୍କ ସମ୍ମିଳନୀ
/sambad/media/post_attachments/wp-content/uploads/2018/01/lux.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)