ମହିନ୍ଦ୍ରା ଆଣ୍ଡ୍‌ ମହିନ୍ଦ୍ରାର ଡବଲ୍ ଧମାକା ଅଫର

ଭୁବନେଶ୍ବର: ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା ପକ୍ଷରୁ ଡବଲ୍ ଧମାକା ଅଫର ଘୋଷଣା କରାଯାଇଛି। ଅକ୍ଟୋବର ୧ରୁ ଆରମ୍ଭ ହୋଇଥିବା ଏହି ଅଫର ନଭେମ୍ବର ୩୦ ପର୍ଯ୍ୟନ୍ତ ଚାଲିବ। ଏହି ଅଫରରେ ଗ୍ରାହକମାନେ ମରାଜୋ ଓ ଇ-ଆଲ୍‌ଫା ବ୍ୟତୀତ ଅନ୍ୟ ସବୁ ମଡେଲ୍ ଉପରେ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଅତିରିକ୍ତ ଛାଡ଼ ପାଇବେ। ଗ୍ରାହକମାନେ ସର୍ବନିମ୍ନ ୧୦୦୦ ଟଙ୍କା ଓ ସର୍ବାଧିକ ୧୦ ହଜାର ଟଙ୍କାର ନଗଦ ରିହାତି ପାଇବେ। ଏହା ବ୍ୟତୀତ ସେମାନେ ଅନ୍ୟାନ୍ୟ ଅଫର ଦ୍ବାରା ଲାଭାନ୍ବିତ ହୋଇପାରିବେ।

ସମ୍ବନ୍ଧିତ ଖବର