ନୂଆଦିଲ୍ଲୀ: ଏକ ଅଦାଲତ ଅବମାନନା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ସୁପ୍ରିମ୍କୋର୍ଟ ୨୦୦୦ ଟଙ୍କା ଜରିମାନା ଓ ୪ ମାସର ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି। ଜରିମାନା ରାଶି ଜମା ନକଲେ ଆଉ ୨ ମାସର ଜେଲ୍ ଭୋଗିବାକୁ ପଡ଼ିବ। ଏଥି ସହିତ ମାସକ ଭିତରେ ୮ ପ୍ରତିଶତ ସୁଧ ସହ ୪୦ ନିୟୁତ ଡଲାର ଜମା କରିବାକୁ ମଧ୍ୟ ମାଲ୍ୟାଙ୍କୁ କୋର୍ଟ ନିର୍ଦେଶ ଦେଇଛନ୍ତି।
ମାଲ୍ୟାଙ୍କୁ ୪ ମାସ ଜେଲ୍ ଦଣ୍ଡ
/sambad/media/post_attachments/wp-content/uploads/2021/11/VijayMallya1.jpg)