ଭୁବନେଶ୍ୱର: ଫେସନ ଜଗତର ଚର୍ଚିତ ଚେହେରା ମନିଷ ମଲହୋତ୍ରା ଅନଲାଇନ୍ରେ ପ୍ରଶିକ୍ଷଣ ପ୍ରଦାନ କରିବେ। ସେ ଛାତ୍ରଛାତ୍ରୀମାନଙ୍କୁ ଫେସନ ଉପରେ ଶିକ୍ଷା ଓ ତାଲିମ ପ୍ରଦାନ କରିବେ। ଏଥିପାଇଁ ସେ ଆଇଏନ୍ଆଇଏଫ୍ଡି ଏବଂ ଏଲ୍ଏସ୍ଟି ସଂସ୍ଥା ସହିତ ସହବନ୍ଧନ ସ୍ଥାପନ କରିଛନ୍ତି।। ଚଳିତ ଶିକ୍ଷା ବର୍ଷରେ ’ଲର୍ଣ୍ଣ ଓ୍ଵିଥ୍ ମନିଷ୍ ମଲ୍ହୋତ୍ରା’ କାର୍ଯ୍ୟକ୍ରମ ଉପଲବ୍ଧ ହେବ।
ଅନ୍ଲାଇନ୍ରେ ପ୍ରଶିକ୍ଷଣ ଦେବେ ମନିଷ ମଲ୍ହୋତ୍ରା
/sambad/media/post_attachments/wp-content/uploads/2018/04/Alia-Bhatt-Ranveer-Singh-Manish-Malhotra-866x487.jpg)