ମଣ୍ଟେ କାର୍ଲୋର ଡେନିମ୍ ପୋଷାକ

ଭୁବନେଶ୍ବର: ମଣ୍ଟେ୍ କାର୍ଲୋ ପକ୍ଷରୁ ଡେନିମ୍ ପୋଷାକ ସମ୍ଭାରକୁ ଉନ୍ମୋଚନ କରାଯାଇଛି। ଉଭୟ ପୁରୁଷ ଓ ମହିଳାଙ୍କ ପାଇଁ ଏହି ସମ୍ଭାରରେ ପୋଷାକ ରହିଛି। କଂପାନିର କାର୍ଯ୍ୟନିର୍ବାହୀ ନିର୍ଦେଶକ ମୋନିକା ଓସ୍ବାଲ୍ କହିଛନ୍ତି ଯେ, ଆମ ସମ୍ଭାରରେ ବିସ୍ତୃତ ବର୍ଗର ଡେନିମ୍ ପୋଷାକ ରହିଛି। ସେଥିରେ ଆଣ୍ଟି ଅଡର୍‌ ଡେନିମ୍ ଓ ଫ୍ରାଗ୍ରାନ୍ସ ଡେନିମ୍ ମଧ୍ୟ ରହିଛି।

ସମ୍ବନ୍ଧିତ ଖବର