ନୂଆଦିଲ୍ଲୀ: କ୍ରମାଗତ ଚତୁର୍ଥ ମାସ ପାଇଁ ମାରୁତି ସୁଜୁକିର ବିକ୍ରି ହ୍ରାସ ପାଇଛି। ଗତ ମେ’ରେ କଂପାନିର ବିକ୍ରି ୨୨% କମିଛି। ଏହି ମାସରେ ମାରୁତି ୧,୩୪,୬୪୧ଟି ଗାଡ଼ି ବିକ୍ରି କରିଛି। ବର୍ଷକ ପୂର୍ବରୁ ଏହି ମାସରେ କଂପାନି ୧,୭୨,୫୧୨ଟି ଗାଡ଼ି ବିକ୍ରି କରିଥିଲା। ଗତ ଏପ୍ରିଲ୍ରେ କଂପାନିର ବିକ୍ରି ୧୭.୨% କମିଥିଲା। ଚଳିତ ବର୍ଷର ମେ’ରେ କଂପାନି ଦେଶ ଭିତରେ ୧,୨୫,୫୫୨ଟି ଗାଡ଼ି ବିକ୍ରି କରିଥିବା ବେଳେ ୯୦୮୯ଟି ଗାଡ଼ି ରପ୍ତାନି କରିଛି।
ମାରୁତି ସୁଜୁକିର ବିକ୍ରି ୨୨% କମିଲା
/sambad/media/post_attachments/wp-content/uploads/2019/04/maruti.jpg)
Advertisment

Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)