ନୂଆଦିଲ୍ଲୀ: ମାରୁତି ସୁଜୁକି ଇଣ୍ଡିଆ ଶେଷର ହ୍ୟାଚ୍ବ୍ୟାକ୍ ସ୍ୱିଫ୍ଟର ତୃତୀୟ ପିଢ଼ି ଯାନ ଆଣିବ ବୋଲି ଘୋଷଣା କରିଛି। ଆସନ୍ତା ବର୍ଷ ଫେବ୍ରୁଆରି ୭ ତାରିଖରେ ଆରମ୍ଭ ହେବାକୁ ଥିବା ୨୦୧୮ ଅଟୋ ଏକ୍ସପୋରେ ଏହି ନୂଆ କାର୍ର ଉନ୍ମୋଚନ କରାଯିବ। ତେବେ କମ୍ପାନି ଏହି ନୂଆ କାର୍ର ବୁକିଂ ଆରମ୍ଭ କରିଦେଇଛି। ଦେଶରେ ଥିବା ୨୩୦୦ରୁ ଅଧିକ ଡିଲରପଏଣ୍ଟରେ ୧୧ ହଜାର ଟଙ୍କାର ପ୍ରାରମ୍ଭିକ ପର୍ଯ୍ୟାୟ ଅର୍ଥ ଦେଇ ଏହି କାର୍ର ବୁକିଂ କରାଯାଇ ପାରିବ।
ମାରୁତିର ନୂଆ ସ୍ୱିଫ୍ଟ
/sambad/media/post_attachments/wp-content/uploads/2018/01/2017-Suzuki-Swift-Image-8.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)