ଭୁବନେଶ୍ବର: ମୋଟୋରୋଲା ପକ୍ଷରୁ ମୋଟୋରୋଲା ୱାନ ଭିଜନ ନାମକ ନୂତନ ସ୍ମାର୍ଟଫୋନର ବଜାର ପ୍ରବେଶ କରାଯାଇଛି। ଏଥିରେ ୨୧:୯ର ସିନେମା ଭିଜନ ଡିସ୍ପ୍ଲେ ଓ ଇନ୍-ସ୍କ୍ରିନ୍ କ୍ୟାମେରା ରହିଛି। ଏଥିରେ ୬.୩ ଇଞ୍ଚ୍ର ଫୁଲ୍ ଏଚ୍ଡି+ ଡିସ୍ପ୍ଲେ, ୪୮ ଏମ୍ପି କ୍ୟାମେରା, ୨୫ ଏମ୍ପି ସେଲ୍ଫି କ୍ୟାମେରା, ଅକ୍ଟାକୋର୍ ଅକ୍ସିନକ୍ସ ପ୍ରୋସେସର, ୪ଡି କର୍ଣ୍ଣିଂ ଗୋରିଲା ଗ୍ଲାସ୍ ରହିଛି।
ମୋଟୋରୋଲାର ନୂଆ ସ୍ମାର୍ଟଫୋନ
/sambad/media/post_attachments/wp-content/uploads/2019/06/motorola-g7-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)