ଭୁବନେଶ୍ୱର: ଏମ୍ସିଆଇ ସ୍କ୍ରିନିଂ ଟେଷ୍ଟ୍ରେ ମାକ୍ସିମ୍ର ଡାକ୍ତରମାନେ ବହୁତ ଭଲ ପ୍ରଦର୍ଶନ କରିଛନ୍ତି। ବିଦେଶରେ ଏମ୍ବିବିଏସ୍ ପାଠପଢ଼ା ଶେଷ କରି ଭାରତ ଫେରିଥିବା ଏହି ଡାକ୍ତରମାନେ ଏମ୍ସିଆଇର ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। ୪୬ ଡାକ୍ତର ପ୍ରଥମ ଉଦ୍ୟମରେ କୃତକାର୍ଯ୍ୟ ହୋଇଛନ୍ତି। ସବୁ ଡାକ୍ତର ମାକ୍ସିମ୍ କନ୍ସଲ୍ଟାନସିକୁ ସେମାନଙ୍କ ସଫଳତାର ଶ୍ରେୟ ଦେଇଛନ୍ତି। ସେମାନେ କହିଛନ୍ତି ଯେ ଡକ୍ଟର ସୁଧାରକର ତିଓ୍ଵାର ଏବଂ ସଂସ୍ଥାର ଓଡ଼ିଶା ମୁଖ୍ୟ ହେମନ୍ତ ଗୁପ୍ତାଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଥିଲା। ମ୍ୟାକ୍ସିମ୍କୁ ଛତିଶଗଡ଼ ଏବଂ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଏକ ନମ୍ବର କନ୍ସଲ୍ଟାନ୍ସି ପୁରସ୍କାର ପ୍ରଦାନ କରିଛନ୍ତି। ଏହି ସଂସ୍ଥା ଛାତ୍ରଛାତ୍ରୀମାନଙ୍କୁ ସୁଲଭ ମୂଲ୍ୟରେ ଏବଂ ସୁବିଧାରେ ଏମ୍ବିବିଏସ୍ ପଢ଼ିବାର ସୁଯୋଗ ପ୍ରଦାନ କରୁଛି। ବିଗତ ୨୮ ବର୍ଷ ଭିତରେ ଏହା ୩୬୬୦ ଡାକ୍ତର ସୃଷ୍ଟି କରିଛି।
ଏମ୍ସିଆଇ ସ୍କ୍ରିନିଂ ଟେଷ୍ଟ୍ରେ ମାକ୍ସିମ୍ ଡାକ୍ତରଙ୍କ ସଫଳତା
/sambad/media/post_attachments/wp-content/uploads/2018/02/maxim.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)