ଏମ୍‌ସିଏଲ୍‌ର ନୂଆ ଆଇଇଏମ୍

ଭୁବନେଶ୍ବର: ମହାନଦୀ କୋଲ୍ ଫିଲ୍ଡସ୍‌ (ଏମ୍‌ସିଏଲ୍‌)ର ନୂଆ ଆଇଇଏମ୍‌( ଅମ୍ବୁଡସମ୍ୟାନ) ଭାବେ ଭାରତ ସରକାରଙ୍କ ଅବସରପ୍ରାପ୍ତ ଶାସନ ସଚିବ ସତନୁ ବେଉରିଆ ନିଯୁକ୍ତି ପାଇଛନ୍ତି। ଏହି ପଦରେ ଓଡ଼ିଶାର ଅବସରପ୍ରାପ୍ତ ମୁଖ୍ୟ ଆୟକର ଆୟୁକ୍ତ ସ୍ବରାଜ କୁମାର ମହାନ୍ତି ୫ ବର୍ଷ ୬ ମାସ କାଳ କାର୍ଯ୍ୟ କରିବା ପରେ ଦାୟିତ୍ବରୁ ଅବ୍ୟାହତି ନେଇଛନ୍ତି। ତାଙ୍କ ସ୍ଥାନରେ ଶ୍ରୀ ବେଉରିଆଙ୍କୁ ନିଯୁକ୍ତି ଦିଆଯାଇଛି।

ସମ୍ବନ୍ଧିତ ଖବର