ପୁନେ : ମର୍ସିଡିସ୍ ବେଞ୍ଜ୍‌ ଇଣ୍ଡିଆର ସିଇଓ ମାର୍ଟିନ୍ ସ୍ବାଙ୍କ୍‌ ନିଜ ବିଳାସପୂର୍ଣ୍ଣ ଏସ୍‌-କ୍ଲାସ୍‌ କାର୍‌କୁ ଛାଡ଼ି ଅଟୋରେ ଯାତ୍ରା କରିଛନ୍ତି। ଟ୍ରାଫିକ୍ ଭିଡ଼ରେ ତାଙ୍କ ଗାଡ଼ି ଫସିଯିବା ପରେ ସେ ଏକ ଅଟୋ ନେଇ ଗନ୍ତବ୍ୟ ସ୍ଥଳକୁ ଯାଇଥିଲେ। ଏକଥା ସେ ଇନ୍‌ଷ୍ଟାଗ୍ରାମ୍‌ରେ ଜଣାଇଛନ୍ତି।