ମେଟୋରୋଲାର ତିନି ପ୍ରକାର ନୂଆ ସେବା

ଭୁବନେଶ୍ୱର: ମଟୋରୋଲା ପକ୍ଷରୁ ଭାରତରେ ଏହାର ତିନୋଟି ନୂତନ ମୋଟୋ ମୋଡ୍‌ସର ଆରମ୍ଭ କରାଯାଇଛି । ଏଥିରେ ଜେବିଏଲ ସାଉଣ୍ଡବୁଷ୍ଟ ୨ ସ୍ପିକର ମୋଡ୍‌, ମୋଟୋ ଟର୍ବୋପାଓ୍ଵାର ପ୍ୟାକ ବ୍ୟାଟେରି ମୋଡ୍‌ ଏବଂ ଗେମ୍‌ପ୍ୟାଡ୍‌ ମୋଡ୍‌ ରହିଛି। ମୋଟୋ ଜେଡ, ମୋଟୋ ଜେଡ ପ୍ଲେ ଏବଂ ମୋଟୋ ଜେଡ୍‌ ୩ ପ୍ଲେ ସ୍ମାର୍ଟଫୋନକୁ ହ୍ୟାଣ୍ଡର ଗେମିଙ୍ଗ କନସୋଲରେ ପରିବର୍ତ୍ତନ କରି ଉନ୍ନତ ଜେବିଏଲ ସାଉଣ୍ଡ ପ୍ରଦାନ କରିବା ସହିତ ଅଧିକ ଦକ୍ଷତା ପାଇଁ ଟର୍ବୋ ଚାର୍ଜ ମଧ୍ୟ ପ୍ରଦାନ କରୁଛି । ମୋଟୋରଲାର ସମସ୍ତ ସ୍ୱତନ୍ତ୍ର ଷ୍ଟୋର ଏବଂ ଫ୍ଲିପକାର୍ଟରେ ଏହି ତିନୋଟି ମୋଡସ୍‌ ଉପଲବ୍ଧ ହେବାକୁ ଯାଉଛି ।

ସମ୍ବନ୍ଧିତ ଖବର