ଭୁବନେଶ୍ୱର: ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଭୁବନେଶ୍ୱର ଆସିଥିବା ଭାରତୀୟ ବ୍ରିଟିଶ ହାଇ କମିସନର ସାର୍ ଡୋମିନିକ୍ ଆସ୍କିଥ୍ ତାଙ୍କ ପତ୍ନୀ ଲୁଇସ୍ କଟ୍ଟନ ଓ ଡେପୁଟି ହାଇ କମିସନର୍ ବ୍ରୁସ୍ ବକ୍ନେଲ୍ଙ୍କ ସହ ମିଶି ମିଲ୍କ୍ ମନ୍ତ୍ର କାର୍ଯାଳୟ ପରିଦର୍ଶନ କରିଛନ୍ତି। କମ୍ପାନିର ପ୍ରତିଷ୍ଠାତା ତଥା ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀକୁମାର ମିଶ୍ର ଓ ଅନ୍ୟମାନେ ଅତିଥିମାନଙ୍କୁ କମ୍ପାନିର ବିଭିନ୍ନ କାର୍ଯ୍ୟ ଓ ଉତ୍ପାଦ ସମ୍ପର୍କରେ ଅବଗତ କରାଇଥିଲେ। ଶ୍ରୀ ମିଶ୍ର ଓ ସାର୍ ଡୋମିନିକ୍ ଆସ୍କିଥ୍ଙ୍କ ମଧ୍ୟରେ ଆଲୋଚନା ହୋଇଥିଲା।
ମିଲକ୍୍ ମନ୍ତ୍ର ବୁଲିଲେ ବି୍ରଟିସ ହାଇ କମିସନର
/sambad/media/post_attachments/wp-content/uploads/2018/03/12-2.jpg)