ନୂଆଦିଲ୍ଲୀ: କେନ୍ଦ୍ର ସରକାର ଖଣିଜ ପଦାର୍ଥ ନିଲାମ ନିୟମକୁ କୋହଳ କରିଛନ୍ତି। ଚଳିତ ଆର୍ଥିକରେ ସରକାର ୩୪ଟି ଖଣିଜ ବ୍ଲକ୍ ନିଲାମ ଯୋଜନା ରଖିଛନ୍ତି। ଏହି ନିଲାମ ବାବଦରେ ସରକାର ୭୫ ହଜାର କୋଟି ଟଙ୍କାର ଅତିରିକ୍ତ ରାଜସ୍ୱ ପାଇବେ ବୋଲି ଆଶା ରଖିଛନ୍ତି। ନିଲାମ ପ୍ରକ୍ରିୟା ଅବ୍ୟାହତ ରଖିବା ପାଇଁ ବୈଷୟିକ ଯୋଗ୍ୟତା ହାସଲ କରିଥିବା ୩ଜଣ ନିଲାମ ଡକାଳି ଯୋଗ୍ୟତା ହାସଲ କରିଥିବା ନେଇ ଯେଉଁ ନିୟମ ରହିଥିଲା ତାହାକୁ କୋହଳ କରାଯାଇଛି ବୋଲି ଖଣି ସଚିବ ଅରୁଣ କୁମାର କହିଛନ୍ତି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp