ଭୁବନେଶ୍ୱର: ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ ପକ୍ଷରୁ ବ୍ୟାଙ୍କର ଦୀର୍ଘକାଳୀନ ସଫଳତାକୁ ଦୃଷ୍ଟିରେ ରଖି ଏକ ଗଠନାତ୍ମକ କାର୍ଯ୍ୟକ୍ରମ ‘ମିସନ୍ ପରିବର୍ତନ’ ଆରମ୍ଭ କରାଯାଇଛି। ବ୍ୟାଙ୍କର ସମସ୍ତ ଆଭ୍ୟନ୍ତରୀଣ ଅଂଶୀଦାରମାନଙ୍କ ପରାମର୍ଶକୁ ସମାହିତ କରି ଏକ ସ୍ୱଚ୍ଛ ପ୍ରକ୍ରିୟାରେ ବ୍ୟାଙ୍କର ସମସ୍ତ କାର୍ଯ୍ୟ ନିମନ୍ତେ ଏକ ଇନ୍ ହାଉସ୍ ପୋର୍ଟାଲ ‘ଲିଡ୍ ପରିବର୍ତନ’ ବିକଶିତ କରାଯାଇଛି। ସମସ୍ତ ଷ୍ଟେକ୍ ହୋଲ୍ଡରମାନଙ୍କୁ ତଳୁ ଉପର ସ୍ତର ପର୍ଯ୍ୟନ୍ତ ନୀତି ନିର୍ଦ୍ଧାରଣ ପ୍ରକ୍ରିୟାରେ ସାମିଲ କରି କାର୍ଯ୍ୟ କରିବା ଏହି ମିସନ୍ର ଉଦ୍ଦେଶ୍ୟ ବୋଲି ଏହି ଅବସରରେ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ତଥା ସିଇଓ ସୁନୀଲ ମେହେଟ୍ଟା କହିଛନ୍ତି।
ପିଏନ୍ବିର ‘ମିସନ୍ ପରିବର୍ତନ’
/sambad/media/post_attachments/wp-content/uploads/2018/03/pnb-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)