ନୂଆଦିଲ୍ଲୀ,: ବିମୁଦ୍ରୀକରଣ ଭାରତୀୟ ଅର୍ଥନୀତିକୁ ପ୍ରଭାବିତ କରିଥିଲା ବୋଲି ଆମେରିକାର ନ୍ୟାସନାଲ୍ ବ୍ୟୁରୋ ଅଫ୍ ଇକୋନମିକ୍ ରିସର୍ଚ ପକ୍ଷରୁ କରାଯାଇଥିବା ସର୍ବେକ୍ଷଣରୁ ଜଣାପଡ଼ିଛି। ଏହି ସଂସ୍ଥା କହିଛି ଯେ ବିମୁଦ୍ରୀକରଣ ଯୋଗୁ ଦେଶର ଅର୍ଥନୀତି ୨% ପ୍ରଭାବିତ ହୋଇଛି। ତେବେ ଏହି ପଦକ୍ଷେପର ଲାଭ ଦୀର୍ଘମିଆଦୀ ଭିତ୍ତିରେ ମିଳିବ ବୋଲି କୁହାଯାଇଛି।
‘ବିମୁଦ୍ରୀକରଣ ଯୋଗୁ ଅଭିବୃଦ୍ଧି ୨% ପ୍ରଭାବିତ’
/sambad/media/post_attachments/wp-content/uploads/2018/12/rupee-2.jpg)