ବହୁଦେଶୀୟ କଂପାନି ହାତେଇବା ପାଇଁ‌ ଶ୍ରେଷ୍ଠ ସୁଯୋଗ: ପାନଗାରିୟା

ନ୍ୟୁୟର୍କ: ଆମେରିକା ଓ ଚୀନ୍ ମଧ୍ୟରେ ଚାଲିଥିବା ବାଣିଜ୍ୟ ଲଢ଼େଇ ହେଉଛି ଭାରତ ପାଇଁ ଏକ ବଡ଼ ସୁଯୋଗ। ଏହି ସମୟରେ ଭାରତ ଅଧିକରୁ ଅଧିକ ବହୁଦେଶୀୟ କଂପାନି ହାତେଇ ପାରିବ ବୋଲି ନିତି ଆୟୋଗର ପୂର୍ବତନ ମୁଖ୍ୟ ଅରବିନ୍ଦ ପାନଗାରିୟା କହିଛନ୍ତି। ସେ କହିଲେ, ଯେଉଁ ବଡ଼ କଂପାନି ଚୀନ୍‌ ବାହାରକୁ ଯିବାକୁ ଚାହି‌ବେ ସେମାନଙ୍କୁ ନିଜ ଦେଶକୁ ଆଣିବା ପାଇଁ ଭାରତ ଉଦ୍ୟମ କରିବା ଦରକାର।

ସମ୍ବନ୍ଧିତ ଖବର