ଦେବାଳିଆ ରେଭ୍‌ଲନ୍‌କୁ କିଣିବେ ମୁକେଶ

ମୁମ୍ବାଇ : ଦେବାଳିଆ ହୋଇପଡ଼ିଥିବା ଆମେରିକାର କସ୍‌ମେଟିକ୍ (ପ୍ରସାଧନ ସାମଗ୍ରୀ) କଂପାନି ରେଭଲନ୍‌କୁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ମୁଖ୍ୟ ମୁକେଶ ଅମ୍ବାନି କିଣିବା ବିଷୟରେ ବିଚାର କରୁଥିବା ଚର୍ଚ୍ଚା ହେଉଛି। ନିକଟରେ ଏହି ସଂସ୍ଥା ଆମେରିକାର କର୍ତ୍ତୃପକ୍ଷଙ୍କ ନିକଟରେ ନିଜକୁ ଦେବାଳିଆ ଘୋଷଣା କରିବା ଲାଗି ଆବେଦନ କରିଛି। ତାହାକୁ କିଣିବା ଲାଗି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ବିଡ୍ ଦାଖଲ କରିବା ବିଷୟରେ ବିଚାର କରୁଛି। ୯୦ ବର୍ଷ ପୂର୍ବେ ନ୍ୟୁୟର୍କ ସହରରେ ଏହି କମ୍ପାନି ପ୍ରତିଷ୍ଠା ହୋଇଥିଲା।

ସମ୍ବନ୍ଧିତ ଖବର