ନୂଆଦିଲ୍ଲୀ: ମୁଥୁଟ୍ ଫାଇନାନ୍ସ ପକ୍ଷରୁ ଥାର୍ଡ ପ୍ଲାନେଟ୍ ଫାଉଣ୍ଡେସନ ସହଯୋଗିତାରେ ବୟସ୍କ ଲୋକ, ପୁଷ୍ଟିହୀନ, ସମ୍ବେଦନଶୀଳ, ଉପେକ୍ଷୀତ ବର୍ଗ ଓ ଭିନ୍ନକ୍ଷମମାନଙ୍କୁ ବିନା ମୂଲ୍ୟରେ ଟିକାକରଣ କେନ୍ଦ୍ର ପର୍ଯ୍ୟନ୍ତ ଯିବାଆସିବା କରିବାର ସୁବିଧା ପ୍ରଦାନ କରାଯାଉଛି। ସିଏସ୍ଆର୍ ଅଭିଯାନର ଅଂଶ ଭାବେ କଂପାନି ତରଫରୁ ଦିଲ୍ଲୀ, ଗୁରୁଗ୍ରାମ ଓ ଫରିଦାବାଦର ଲୋକମାନଙ୍କୁ ଏହି ସୁବିଧା ଦିଆଯାଉଛି। ଏ ସମ୍ପର୍କରେ କଂପାନିର ଉପ ପରିଚାଳନା ନିର୍ଦେଶକ ଆଲେକ୍ଜାଣ୍ଡର ଜର୍ଜ ମୁଥୁଟ୍ କହିଛନ୍ତି ଯେ ବୟସ୍କ ଲୋକମାନଙ୍କୁ ଆମେ ଟିକାକରଣ କେନ୍ଦ୍ର ପର୍ଯ୍ୟନ୍ତ ପହଞ୍ଚାଉଛୁ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp