ନବରତ୍ନ କୁଲ୍‌ ଅଏଲ୍‌ର ନୂଆ ଟିଭିସି

ଭୁବନେଶ୍ୱର: ଇମାମି ଲିମିଟେଡ୍‌ର ନବରତ୍ନ କୁଲ୍‌ ଅଏଲ୍‌ ବ୍ରାଣ୍ଡ୍‌ ତରଫରୁ ବିଗ୍‌ ବି ଅମିତାଭ ବଚ୍ଚନଙ୍କୁ ନେଇ ନୂଆ ବିଜ୍ଞାପନ ଅଭିଯାନ ପ୍ରସ୍ତୁତ କରାଯାଇଛି। ତାଙ୍କୁ ଏଥିରେ ଜଣେ ଆକାପେଲା ଗାୟକ ଭାବେ ପ୍ରଦର୍ଶନ କରାଯାଇଛି। ପ୍ୟାସା ସିନେମାର ଗୀତ ’ସର୍‌ଜୋ ତେରା ଚକ୍‌ରାୟେ’ ଗୀତ ଗାଇବାର ବିଗ୍‌ ବିଙ୍କ ଏହି ମ୍ୟୁଜିକ୍‌ ଭିଡିଓକୁ ପ୍ରସ୍ତୁତ କରାଯାଇଛି। ଲିଓ ବର୍ଣ୍ଣେଟ୍‌ ଅର୍ଚାଡ୍‌ଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଭିଡିଓର ନିର୍ଦେଶନା ଦେଇଛନ୍ତି ଦଙ୍ଗଲ୍‌ ଫେମ୍‌ ନୀତେଶ ତିଓ୍ଵାରୀ।

ସମ୍ବନ୍ଧିତ ଖବର