ନବସୃଜନ ସୂଚୀରେ ଭାରତର ସ୍ଥାନ ୫୨

ନୂଆଦିଲ୍ଲୀ: ବିଶ୍ବ ନବସୃଜନ ସୂଚୀରେ ଭାରତ ପାଞ୍ଚ ପାହାଚ ଉପରକୁ ଉଠି ୫୨ତମ ସ୍ଥାନରେ ପହଞ୍ଚିଛି। ପୂର୍ବବର୍ଷ ଭାରତ ୫୭ତମ ସ୍ଥାନରେ ଥିଲା।

ସମ୍ବନ୍ଧିତ ଖବର