ଭୁବନେଶ୍ୱର: ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନାଲ୍କୋ କୋରାପୁଟ ଏବଂ ରାୟଗଡ଼ାର ଚାଷୀମାନଙ୍କୁ ବଜାର ଚାଷ ନିମନ୍ତେ ସହାୟତା ପ୍ରଦାନ କରିବ। ଏଥିପାଇଁ କଂପାନି କେନ୍ଦ୍ର ସରକାରଙ୍କ ମିଲେଟ୍ ମିସନ୍ ଏବଂ ଏସ୍ସିଡିସି, ଭୁବନେଶ୍ୱର ସହିତ ସହଯୋଗିତା ସ୍ଥାପନ କରିବା ଉପରେ ବିଚାର କରୁଛି। ଏଠାରେ ଓଡ଼ିଶା ସିଏସ୍ଆର୍ ଫୋରମ୍ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇ ନାଲ୍କୋର ସିଏମ୍ଡି ତଥା ସିଆଇଆଇ ଓଡ଼ିଶାର ଅଧ୍ୟକ୍ଷ ଡକ୍ଟର ତପନ କୁମାର ଚାନ୍ଦ ଏହି ସୂଚନା ପ୍ରଦାନ କରିଛନ୍ତି। ନୀତି ନିର୍ଧାରଣ କ୍ଷେତ୍ରରେ କର୍ପୋରେଟ୍ ସଂସ୍ଥାଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା ଦରକାର ବୋଲି ସେ କହିଛନ୍ତି।
ବଜାରା ଚାଷକୁ ପ୍ରୋତ୍ସାହନ ଦେବ ନାଲ୍କୋ
/sambad/media/post_attachments/wp-content/uploads/2017/11/nalco-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)