ହାଁସଦା ନାଲ୍‌କୋର ନୂଆ ସିଭିଓ

ଭୁବନେଶ୍ୱର: ନାଲ୍‌କୋର ମୁଖ୍ୟ ସତର୍କତା ଅଧିକାରୀ ଭାବେ ସୋମନାଥ ହାଁସଦା ଆଜି ଦାୟିତ୍ବ ଗ୍ରହଣ କରିଛନ୍ତି। ହିନ୍ଦୁସ୍ତାନ କପର୍ ଲିମିଟେଡ୍‌ରେ ମଧ୍ୟ ତାଙ୍କୁ ମୁଖ୍ୟ ସତର୍କତା ଅଧିକାରୀର ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି। ଶ୍ରୀ ହାଁସଦା୧୯୯୫ ମସିହା ଇଣ୍ଡିଆନ ରେଲ୍‌ୱେ ଷ୍ଟୋରସ୍‌ ସର୍ଭିସ୍‌ କ୍ୟାଡର୍‌ରେ ଯୋଗ ଦେଇଥିଲେ। ଶ୍ରୀ ହାଁସଦାଙ୍କୁ ନାଲ୍‌କୋର ଅଧ୍ୟକ୍ଷ ଡଃ ତପନ କୁମାର ଚାନ୍ଦ ଏବଂ କର୍ମଚାରୀମାନେ ଅଭିନନ୍ଦନ ଜଣାଇବା ସହ କଂପାନିକୁ ସ୍ବାଗତ କରିଛନ୍ତି।

ସମ୍ବନ୍ଧିତ ଖବର