ନାଲ୍‌କୋକୁ ସିଆଇଆଇ-ଏକ୍‌ଜିମ୍ ବ୍ୟାଙ୍କ ଉତ୍କର୍ଷ ପୁରସ୍କାର

ଭୁବନେଶ୍ବର: କୋରାପୁଟର ଦାମନଯୋଡ଼ିରେ ଅବସ୍ଥିତ ନାଲ୍‌କୋର ଆଲୁମିନା ରିଫାଇନେରି ମର୍ଯ୍ୟାଦାଜନକ ସିଆଇଆଇ-ଏକ୍‌ଜିମ୍ ବ୍ୟାଙ୍କ ବ୍ୟବସାୟ ଉତ୍କର୍ଷ ପୁରସ୍କାର ହାସଲ କରିଛି। ନିକଟରେ ବେଙ୍ଗାଲୁରୁଠାରେ ଅନୁଷ୍ଠିତ କ୍ବାଲିଟି ସମିଟ୍ ଅବସରରେ ଏହି ପୁରସ୍କାର ନାଲକୋକୁ ପ୍ରଦାନ କରାଯାଇଛି। ଏହି ପରିପ୍ରେକ୍ଷୀରେ କର୍ମଚାରୀମାନଙ୍କର ନିଷ୍ଠାପର ଉଦ୍ୟମର ପ୍ରଶଂସା ନାଲକୋ ଅଧ୍ୟକ୍ଷ ତପନ କୁମାର ଚାନ୍ଦ କରିଛନ୍ତି।

ସମ୍ବନ୍ଧିତ ଖବର