ଲୋକସଭାରେ କାମଚଳା ବଜେଟ୍‌ ଗୃହୀତ

ନୂଆଦିଲ୍ଲୀ: ଦୀର୍ଘ ସମୟ ଆଲୋଚନା ପରେ ଆଜି ଲୋକସଭାରେ କାମଚଳା ବଜେଟ୍‌ ଗୃହୀତ ହୋଇଛି। ଅର୍ଥମନ୍ତ୍ରୀ ପୀୟୂଷ ଗୋୟଲ୍‌ ବଜେଟ୍‌ ସମ୍ପର୍କିତ ବିଲ୍‌କୁ ଉପସ୍ଥାପନ କରିଥିଲେ ଯାହା ବାଚନିକ ଭୋଟ୍‌ରେ ପାରିତ ହୋଇଛି। ଗୋୟଲ ବଜେଟ୍‌ ଉପରେ ଉତ୍ତର ରଖିବା ବେଳେ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ସ୍ଲୋଗାନ୍ ଦିଆଯାଇଥିଲା ଓ ନାରାବାଜି କରାଯାଇଥିଲା।

ସମ୍ବନ୍ଧିତ ଖବର