‌େନଦରଲ୍ୟାଣ୍ଡ୍‌ ସମ୍ମିଳନୀରେ ପିପୁଲ୍ସ ଫୋରମ୍‌ ମୁଖ୍ୟ

ଭୁବନେଶ୍ବର: ଏଫ୍‌ଏମ୍‌ଓ ପକ୍ଷରୁ ନେଦରଲ୍ୟାଣ୍ଡ୍‌ ଠାରେ ଆୟୋଜନ କରାଯାଇଥିବା ‘ଅର୍ଥଲଗାଣ ଭବିଷ୍ୟତ’ ସମ୍ପର୍କିତ ସମ୍ମିଳନୀରେ ମିସନ୍ ଅନ୍ନପୂର୍ଣ୍ଣା ଓ ପିପୁଲ୍ସ ଫୋରମ୍‌ର ମୁଖ୍ୟ ଗୋବିନ୍ଦ ପଟ୍ଟନାୟକ ଯୋଗ ଦେଇଛନ୍ତି। ଆର୍ଥିକ ବ୍ୟବସ୍ଥା ସୁଦୃଢ଼ କରିବା ଦ୍ବାରା ଲୋକଙ୍କ ଭିବ‌ଷ୍ୟତ କିଭଳି ଦୃଢ଼ ହୋଇଥାଏ ସେ ବିଷୟରେ ନିଜ ମତ ବ୍ୟକ୍ତ କରିଛନ୍ତି। ଏହି ସମ୍ମିଳନୀରେ ୪୦ଟି ଦେଶରୁ ୫୦୦ରୁ ଅଧିକ ଅର୍ଥନୀତିଜ୍ଞ ଓ ବିଭିନ୍ନ କ୍ଷେତ୍ରରେ କାମ କରୁଥିବା କାର୍ଯ୍ୟନିର୍ବାହୀମାନେ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର